Top 100+ New & Latest Odia Shayari Like Love Shayari, Romantic, Sad, Propose, Dhoka Shayari

Top 100+ New Odia Shayari And Odia Shayari Images




Odia Love Shayari


😢ଆଜି ତମେ ମୋତେ ଛାଡ଼ି ଚାଲି ଗଳ , କାଲି ତମ୍କୁ କିଏ ଛାଡ଼ି ଚାଲି ଯିବ💔

ବଣ ର ରାଜା ବାଘ ମରୁଭୂମିର ରାଜା ଓଟ କିସ୍‌ କରିବା କୁ ଇଛା ହୁଏ ସିନା ପାଖ ରେ ନାହିଁ ତୁମ ଓଟ

Odia Love Shayari

ଯାହାକୁ ଯେ ଯେତେ ଭଲ ପାଏ, ସେ ତାକୁ ଯେତେ ଦୁଃଖ ଦେଲେ ବି, ସେ ନିଜ ଭଳ୍ ପାଇବାକୁ କେବେ ଛାଡ଼ି ପାରେ ନି, ଏହି ବୋଧେ ନିସୁଆର୍ଥ ପ୍ରେମ

😎ମୁଁଇ ତମର୍ ଚେଁରା କେ ଦେଖି କରି ଭଳ୍ ନାହିଁ ପାଇ , ମୁଁଇ ତମ୍ କୁ ଭଳ୍ ପାଏଁ❤

💑ଯିଏ ହୃଦୟରୁ ସତରେ ଭଲପାଉଥିବ💖 ସେ ଝଗଡ଼ା ତ ସବୁଦିନ କରିବ👫

Odia Love Shayari

ମୁଁ ତମ ସହିତ ସବୁବେଳେ କଥା ହେବାକୁ ଇଛାକରେ ଏହାର ପ୍ରକୃତ କାରଣ ମୁଁ ମୋ ଜୀବନରେ ତମକୁ କେବେ ହରେଇବାକୁ ଚାହେଁନା

ମନ 💖ତତେ ଦେଇଦେଲି ଦବାର ଥିଲା ,ଜୀବନ ବି ତତେ ଦେବି କଥା ରହିଲା 👫

Odia Love Shayari

ଦୁଃଖ ତ ସମସ୍ତଙ୍କ ଜୀବନରେ ଆସିଥାଏ ହେଲେ ବେଲେ ବେଲେ ଏମିତି ଦୁଃଖ ଆସିଥାଏ ନା ସହି ହୁଏ ନା କାହାକୁ କହିବି ହୁଏ ଖାଲି ନିଜେ ଲୁଚି ଲୁଚି କାନ୍ଦିବାକୁ ପଡେ 😭

ଯିଏ ହୃଦୟରୁ ସତରେ ଭଲପାଉଥିବ ସେ ଝଗଡ଼ା ତ ସବୁଦିନ କରିବା କିନ୍ତୁ କେବେ ଛାଡ଼ିକି ଚାଲି ଯିବନି

ଈଶ୍ବରଙ୍କ ଭଲିଆ ହେଇଥାଏ ଯାହା ବିଷୟରେ ସମସ୍ତେ ତ କଥା ହୁଅନ୍ତି କିନ୍ତୁ ଅନୁଭବ କିଛି ଲୋକ ହିଁ କରିଥାନ୍ତି

ମୋଭଲ ପାଇବା ର ଗଭୀରତା ର ପରୀକ୍ଷା ନିଅନି ମୁଁ ଦୁନିଆ ଛାଡ଼ି ଦେଇ ପାରେ କିନ୍ତୁ ତୁମ କୁ ନୁହେଁ

ଦେହସିନା ଏଠି ଅଛି ମୋ ପାଖରେ ହେଲେ ମନ ତୁମ ପାଶେ, ପ୍ରତିଟି କ୍ଷଣରେ ହସ ଲୁହ ହୋଇ ତୁମପରି ହୃଦୟେ ବସେ

ଦୁନିଆରେ ଏତେ ଝିଅ ଅଛନ୍ତି, କିନ୍ତୁ ଜାଣିନି ତମେ ମତେ କାହିଁକି ଏତେ ଭଲ ଲାଗ...

ରାଜ ଉଆସର ରାଜରାଣୀ ତୁ ଲୋ ମୁଁ ପରା ଗରିବ ପୁଅ, ତୋ ପ୍ରେମ ପାଇବା ମୋ ପାଇଁ ସପନ ବାସ୍ତବେ ସମ୍ଭବ ନୁହେଁ

ତମ କଥା ବେଶି ମନେପଡୁଅଛି ତମେ ଚାଲିଗଲେ ଦୂରେ ତମେ ସ୍ନେହ ପ୍ରେମ ଆଜି ବି ଝୁରୁଛ ତୁମ ପର କଲା ପରେ

Odia Love Shayari

ତମେ ମତେ ମନେ ପକାଅ କିମ୍ବା ନ ପକାଅ ମୁଁ ତମକୁ ସବୁବେଳେ ମନେ ପକୋଉ ଥିବି ତମେ ମତେ ଭଲ ପାଅ କିମ୍ବା ନପାଅ ମୁଁ ତୁମକୁ ଭଲ ପାଉଥିବି ମରିବା ଯାଏ ଆଇ ଲଭ୍ ୟୁ ଧନ ସମୟ ମିଳିଲେ କଲ୍ ଟିକେ କରିବ କୀ ହେଲାଲୋ

Odia Love Shayari

ତୋ ସହ କଥା ହେଲା ବେଳେ ମତେ ଏମିତି ଲାଗେ ଯେମିତି ମୋ ଜୀବନର ସବୁ ଖୁସି ତୋ ପାଖରେ ଲୁଚି ରହିଛି 

Odia Love Shayari

ଜୀବନ ଗୋଟିଏ ରଫଖାତା କାରଣ ସେଠାରେ ସବୁକିଛି ଲେଖିହୁଏ, ସେମିତି ପ୍ରେମ ଗୋଟିଏ ମଧୁର ଭାଷା ଯାହା ସବୁ ହୃଦୟକୁ ଆପଣାଇ ଥାଏ

ପାହାନ୍ତା ସକାଳର ସ୍ବପ୍ନ ତୁମେ ମୋର ମୋର ଏ ହୃଦୟ କେବଳ ତୁମର, ତମଠି ଆରମ୍ଭ ମୋ ପ୍ରେମର ଗୁନିଆଁ ତୁମେ ହିଁ ସାଥି ମୋ ସ୍ବପ୍ନ ର ସହର

Odia Love Shayari

ହୁଏତ ଦୁନିଆରେ ତୁମ ପରି ବହୁତ ମିଲିବେ କିନ୍ତୁ ତୁମେ ତ ମିଲିବନି ନା, ସେଥିପାଇଁ ମୁଁ ତୁମକୁ ହିଁ ଚାହେଁ

କହିବାକୁ ଚାହୁଁଛି ମୁଁ କହି ପାରୁନାହିଁ ଚାହିଁଲେବି ତୋ ବିନା ରହି ପାରୁ ନାହିଁ ସବୁବେଳେ ଚାହେଁ ଓଠେ ଦେଖିବାକୁ ହସ ମୋ ପ୍ରେମର ଆରମ୍ଭ ତୁ ମୋ ପ୍ରେମ ର ଶେଷ ବି ତୁ

ହସିବା, ହସେଇବା ପସନ୍ଦ ମୋର ସମସ୍ତଙ୍କୁ ଖୁସି କରିବା ଇଛା ମୋର କିଏ ମତେ ମନେ ପକଉ କି ନ ପକଉ କିନ୍ତୁ ସମସ୍ତଙ୍କୁ ମନେ ପକେଇବା ଆଦତ୍ ମୋର

💕ସାଗର ବେଳାରେ ନା ଲେଖିଦେଲେ ଧୋଇନେବ ତାକୁ ଢେଉ ହୃଦୟରେ ମୋର ତୋ ନା ଲେଖିଲେ କିଏ ଲିଭେଇବ ଆଉ ତୋର ମୋର ଏଇ ଅତୁଟ ବନ୍ଧନ ଯୁଗ ଯୁଗ ରହିଥାଉ 👫

ତୁମୋ ଭାଗ୍ୟରେ ଅଛୁକି ନ ଅଛୁ ମୁଁ ଜାଣିନି, କିନ୍ତୁ, ତୁମୋ ବଚିଁବାର କାରଣ ବନି ଜାଇଚୁ ❤

❤ପ୍ରକୃତ ଭଲପାଇବା ଓ ଯତ୍ନ ନେବା ତାକୁ ହିଁ କୁହାଯାଏ, ଯେଉଁଠି ଝଗଡ଼ା ପରେ ମଧ୍ୟ ଜଣେ ଅନ୍ୟ ଜଣଙ୍କର ଭଲ ମନ୍ଦ ବୁଝିଥାଏ 💑

💖ମୋ କଥା ତୁମର ମନେ ପଡେ କି ନାହିଁ ମୁଁ ଜାଣିନି କିନ୍ତୁ ତୁମ କଥା ମୋର ସବୁବେଳେ ମନେପଡୁଛି👀

🙎‍♀️ଖାଲି ସୁନ୍ଦର ଚେହେରା ଦେଖିକି ପ୍ରେମ ହୁଏନି, ଯିଏ ଯାହାକୁ ହୃଦୟରୁ ଭଲପାଏ ତାକୁ ସିଏ ଦୁନିଆରେ ସବୁଠୁ ସୁନ୍ଦର ଦିଶେ❤👫

Odia Love Shayari

👫ମୁ ତୁମକୁ କେତେ ଭଲପାଉଏ ଜାଣିନି ହେଲେ 🙎‍♀️ ଏତିକି ଜାଣିଛି ତୁମେ ଗୋଟେ ଟୋପା ଲୁହ ଝରେଇଲେ ମୋତେ ବହୁତ କଷ୍ଟ ହୁଏ ❤

Odia Love Shayari

• Sad, Dhoka Odia Shayari


New & Latest Odia Shayari

ଭଲ ପାଇବା ରେ ସିନ୍ଦୁର ମିଳୁ କି ନ ମିଳୁ କିନ୍ତୁ ଲୁହ ଦୁଇ ଟୋପା ନିଶ୍ଚୟ ମିଳିବ



ଗୋଟେ ଝିଅ ର ହୃଦୟକୁ କଷ୍ଟ ଦେଇ ସାରିବା ପରେ ତାକୁ ସରି କହିବାରେ କିଛି ଫାଇଦା ନଥାଏ

ମିଛୁଆ ମାନଙ୍କ ପାଇଁ ପ୍ରେମ ଏକ ଖେଳ କିନ୍ତୁ କାହା ପାଇଁ ପ୍ରେମ ଏଠି ଜୀବନଠୁ ଅଧିକ

ସପନ ସରିଲା ନିଦ ମୋ ହଜିଲା ତମେ ଯେବେ କଲ ଏକା ହସ ମୋ ଲିଭିଲା ହୃଦୟ ଭାଙ୍ଗିଲା ତମେ ଯେବେ ଦେଲ ଧୋକା

ନିଜର ଲୁହକୁ ନିଜ ହାତେ ପୋଛିବାକୁ ଚେଷ୍ଟା କରନ୍ତୁ, କାହିଁକିନା ଆଜିର ଦୁନିଆରେ ଲୋକ ଦୁଃଖ, କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ପସନ୍ଦ କରନ୍ତି

New & Latest Odia Shayari

ଏ ଦୁନିଆରେ କେହି କାହାର ନୁହଁ ସମସ୍ତେ କେବଳ ନିଜ ଆବଶ୍ୟକ ପାଇଁ ସମ୍ପର୍କ ଗଢିଥାନ୍ତି ଆବଶ୍ୟକ ସରିଗଲେ ଭୁଲି ଯାଆନ୍ତି

Romantic Odia Shayari


New & Latest Odia Shayari

ଜୀବନ ସୁନ୍ଦର ଲାଗେ କଷ୍ଟ ରହିଲେ, ଆକାଶ ସୁନ୍ଦର ଲାଗେ ମେଘ ଢାଙ୍କିଲେ ଭଲପାଇବା ସୁନ୍ଦର ଲାଗେ ବିଶ୍ବାସ ରହିଲେ କିନ୍ତୁ ସବୁ କିଛି ସୁନ୍ଦର ଲାଗେ ତମେ ପାଖେଥିଲେ

New & Latest Odia Shayari

ଯଦି ଜଣେ ତୁମକୁ ପ୍ରକୃତରେ ଭଲପାଉଥିବ, ସିଏ ଯେତେବି ବେସ୍ତ ରହିଲେ ମଧ୍ୟ ତୁମପାଇଁ ନିଶ୍ଚୟ ସମୟ ବାହାର କରିବି ତତେ ନ ଦେଖିଲେ ଭଲ ଲାଗୁନାହି ତ କଥା ଭାବିଲେ ନିଦ ଲାଗୁନାହିଁ, ପ୍ରତି ମୁହୁର୍ତ୍ତରେ ମନେ ପଡୁଛି ତୁ ତ ବିନା କେମିତି ବଞ୍ଚିବି ମୁଁ

New & Latest Odia Shayari

ରାଗି ଯାଇଥିବା ଲୋକକୁ ମନେଇବା ହେଲା ଜୀବନ ଅନ୍ୟକୁ ହସେଇବା ହେଲା ଜୀବନ, ହାରି ଯାଇଥିଲେ କଣ ହେଲା ସବୁ କିଛି ହରେଇକି ବି ହସିବା ହେଲା ଜୀବନ

New & Latest Odia Shayari

ଦୁନିଆାରେ ଏତେ ଲୋକ ଅଛନ୍ତି କିନ୍ତୁ ଜାଣିନି ତମେ କାହିଁକି ମାେତ ବହୁତ ଭଲ ଲାଗ

New & Latest Odia Shayari

ମଣିଷ ଯେତେ ଖୁସିରେ ରହିଲେ ବି ଏକୁଟିଆ ଥିବା ସମୟରେ ତାକୁ ହି ମନ ପକାଏ ଯାହାକୁ ସେ ଅତି ଆପଣାର ଭାବୁଥାଏ

New & Latest Odia Shayari

Odia Love Story Shayari


New & Latest Odia Shayari

ସତରେ ଆଜିକାହିଁକି ତୁମକୁ ମୁଁ ବୋହୁତ ୟାଦ୍ କରୁଁଛି 💖

କାହାଣୀ ନୁହେଁ life ଦରକାର ତୁମ ପରି ନୁହେଁ ତୁମେ ଦରକାର

ପ୍ରେମ ଏମିତି ଏକ ଅନୁଭବ ପାଖରେ ଥିଲେ ବୁଝି ହୁଏନି ଦୂରେଇ ଗଲେ ରହି ହୁଏନି

ମନ ମୁଁ ଦେଇଛି ହୃଦୟ ଦେଇଛି ଆଉ ଯାହା ଅଛି ଦେବି ତମ କଥା ମୋର ମନେ ପଡୁଅଛି ଦିନ ସରେ ଭାବି ଭାବି ଆଇ ମିସ୍ ୟୁ

ଚାଲି ଯାଇପାର ଜୀବନରୁ ମୋର ଅଭି ଯୋଗ କିଛି ନାହିଁ, ଭାଙ୍ଗିବାର ଯଦି ଥିଲି ଏ ସଂପର୍କ ଗଡୁଥିଲ କଣ ପାଇଁ

ତୋ ସହ ବିତେଇ ଥିବା ସେହି କିଛି ମୁହୁର୍ତ୍ତ ମୋର ଆଜି ବହୁତ୍ ମନେ ପଡୁଛି, ଅପେକ୍ଷା କରିଛି ପୁଣି କେବେ ସେ ଦିନ ଆସିବ ମୋ ପାଖରେ କେବଳ ତୁ ଥିବୁ ଆଉ ତୋ ପାଖରେ ମୁଁ

New & Latest Odia Shayari

ଯାହାକୁ ତୁମେ ଅଧିକ ଭଲ ପାଇବ ସେ ତମକୁ ସେତେ ଧୋକା ଦେବ ଯାହାକୁ ତୁମେ ଘୃଣା କରୁଥିବ ସେ ତୁମକୁ ସେତେ ଭଲ ପାଇବ ସତରେ ଏ ଦୁନିଆ କେତେ ଅଲଗା ନା

ମୁଁ ସିନା ତମଠୁ ବହୁତ ଦୂରରେ ଅଛି କିନ୍ତୁ ମୋ ହୃଦୟ ଟା ତମ ପାଖରେ ଛାଡ଼ି ଦେଇଛି

New & Latest Odia Shayari

ଦରକାର ନାହିଁ ସମସ୍ତେ ମୋତେ ଭଲପାଆନ୍ତୁ ନା ମୋତେ ଠିକ୍ ସେ ବୁଝନ୍ତୁ ନା ହି ସାଥ୍ ଦିଅନ୍ତୁ, କେବଳ ମୋର ଜଣେ ହିଁ ଦରକାର ଆଉ ସେ ତୁମେ ହୋଇଥିବା ଦରକାର

ବିତି ଯାଇଥିବା ସମୟ ଫେରିକି ପୁଣି ଆସିବ ନାହିଁ ଶୁଖି ଯାଇଥିବା ଫୁଲ ସଜଫୁଲ ହୋଇ ଫେରିବ ନାହିଁ ବେଳେ ବେଳେ ଲାଗେ ତୁମେ ମୋତେ ଭୁଲିଗଲ ବୋଲି କିନ୍ତୁ ହୃଦୟ ଟି କୁହେ ତୁମେ ମୋତେ ଭୁଲି ପାରିବ ନାହିଁ

ମୁଁ ଜାଣେ ତମକୁ ପାଇବା ସମ୍ଭବ ନୁହଁ ତଥାପି ତମ କଥା ଭାବି କାହିଁକି ଆଖିରୁ ଝରେ ମୋ ଲୁହ 😭

ମୋ ଜୀବନର ଗୋଟିଏ ମାତ୍ର ଇଚ୍ଛା ମୁଁ ତୁମକୁ ମରିବା ଯାଏଁ ମୋ ଜୀବନଠୁ ଅଧିକ ଭଲ ପାଉଥିବି

New & Latest Odia Shayari

ଜାଣିନି ମୁଁ କେତେ ଦିନ ବଞ୍ଚିବି, ବାସ୍ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ, ତୋତେ ଏମିତି ପାଗଲ ଙ୍କ ପରି ଭଲ ପାଉଥିବି

New & Latest Odia Shayari

ସମ୍ପର୍କଟିଏ କେବଳ ଭଲପାଇବା ଦୁଆରା ଚାଲି ନଥାଏ ସେଥିରେ ରାଗ, ରୁଷା ମଧ୍ୟ ଜରୁରୀ ହୋଇଥାଏ, କାହିଁକିନା ଭଲପାଇବା କେବଳ ନିଜର ପଣ ଚେତାଇଥାଏ କିନ୍ତୁ ରାଗ, ରୁଷା ସମ୍ପର୍କର ମୂଲ୍ୟ ବୁଝାଇ ଥାଏ

New & Latest Odia Shayari

ଛାତିରେ ଲାଗି ଥରେ ମୋ ସ୍ପନ୍ଦନ କୁ ଶୁଣିନିଅ ଯିଏ ପ୍ରତି କ୍ଷଣ ତୁମ ସାଥିରେ ମିଶିବାକୁ ଜିଦ୍ କରୁଛି

ଜୀବନର ଶେଷ ପାହାଚ ପର୍ଯ୍ୟନ୍ତ, ଯିଏ ସାଥିରେ ରହି ସବୁ ଦୁଃଖ କଷ୍ଟ କୁ ସହିଥାଏ, ଜୀବନକୁ ପୂର୍ଣ୍ଣତା ଦେଇଥାଏ ତାକୁ ହିଁ ଜୀବନ ସାଥିକୁହାଯାଏ

New & Latest Odia Shayari

ମୋ ନିଶୁଆସ ଚାଲୁଥିବା ଯାଏ ମୁଁ ତମ ସହ ସାରା ଜୀବନ ରହିବା ପାଇଁ ଚାହୁଁଛି ଆଉ ତମ ହାତ ଧରି ସାରା ଜୀବନ ବାଟ ଚାଲିବା ପାଇଁ ଚାହୁଁଛି

ରାତିର ନିଦରେ ସପନ ଆସେନି, ଆସେ ତୁମ ପ୍ରତି ଛବି ରାତିପାଇଯାଏ ମୋର ତୁମ କଥା ଭାବି ଭାବି

ରାତିର ନିଦରେ ସପନ ଆସେନି, ଆସେ ତୁମ ପ୍ରତି ଛବି ରାତି ପାହି ଯାଏ ମୋର, ତୁମ କଥା ଭାବି ଭାବି

New & Latest Odia Shayari

ଆଖି ବନ୍ଦ କରି ଗୋଟେ ଥର ମୋ ଛାତି ଉପରେ ହାତ ରକି ଅନୁଭବ କର ଜାଣିପାରିବ ମୋ ହୃଦୟ ତୁମ ପାଇଁ କେତେ ଝୁରେ ଆଇ ମିସ୍ ୟୁ

ଏତେ ଭଲ ମୁଁ ମୋ ନିଜକୁ ବି କେବେ ପାଇନ ଥିଲି, ଜେତେ ମୁଁ ତତେ ଭଲ ପାଇ ବସିଚି

ମୁଁ ଯାହାକୁ ଭଲ ପାଏ ସେ ମୋ ପାଖରେ ନାହିଁ ସତ କିନ୍ତୁ ସେ ମୋ ହୃଦୟରେ ଅଛି, ସେଥି ପାଇଁ ମୁଁ ନିଜକୁ କେବେ ଏକୁଟିଆ ଭାବେନି କାହିଁକି ନା ସେ ଦୂରରେ ଥାଇ ବି ସେ ମୋ ଭାବନାରେ ରହିଥାଏ

ଜୀବନରେ ବହୁତ କିଛି ମିଳିଥାଏ କିନ୍ତୁ ମନ ଚାହୁଁଥିବା ମଣିଷଟି ସମସ୍ତଙ୍କ ଭାଗିଅରେ ମିଳି ନଥାଏ

Sad, Dhoka Odia Shayari


New & Latest Odia Shayari

ବିଷ ଠାରୁ ବି ବିଷଧର ସେଇ ଲୋକମାନେ ଯେଉଁମାନେ ନିଜର କରିକି ପୁଣି ଛାଡ଼ି ଚାଲିଯାଆନ୍ତି

New & Latest Odia Shayari

କାହାର ହୃଦୟକୁ ଆଘାତ ହେଲାପରେ କଥା କୁହନାହ କାରଣ ସମୟ ବଦଲୁଛି ସତ କିନ୍ତୁ କହିଥିବା କଥାଟି ସବୁଦିନ ପାଇଁ ମନେ ରହିଥାଏ

New & Latest Odia Shayari

ଯିଏ ତୁମ ବିଶ୍ବାସ ଭାଙ୍ଗିଦେଲା ତାକୁ ହୃଦୟରୁ ଧନ୍ୟବାଦ୍ ଦିଅନ୍ତୁ କାହିଁକି ନା ସିଏ ତୁମକୁ ଶିଖେଇ ଦେଇ ଯାଏ ଯେ କାହା ଉପରେ ବିଶ୍ବାସ ବୁଝି ବିଚାର କରିବା ଦରକାର

ଦିନର ଆରମ୍ଭ ସିନା ସକାଳ ରୁ ହୁଏ ମୋ ସକାଳ ଆରମ୍ଭ ତୋ ଭାବନା ରୁ ହୁଏ

ଆମେ ମାନେ ଯଦି କାହା ମୁହଁରେ ଟିକିଏ ଖୁସି ପାରୁନ, ତା ହେଲେ ଆମର କିଛି ଅଧିକାର ନାହିଁ ତା ଆଖିରେ ଲୁଅ ଦେବା ପାଇଁ

New & Latest Odia Shayari

ମୁଁ ତମକୁ ଭଲ ପାଉଛି ଆଉ ଭଲ ପାଉଥିବି, ତମେ ମତେ ଯେତେ ପର କରିଦେବ ମୁଁ ତମକୁ ସେତେ ନିଜର କରୁଥିବୀ, ଯୋଉ ଦିନେ ମୁଁ ମରିଯିବି ସେଇ ଦିନେ ତମେ ମତେ ବୁଝିପାରିବ, ମୁଁ ତୁମକୁ କେତେ ଭଲ ପାଉଥିଲି

ଏ ଚକାେଲେଟ କଣ ପାଇଁ ଦଉଚ ଏଇଟା ଖାଅ ସୁଇଟ୍ ଲାଗିବ ମୁଁ ଏ ସୁଇଟ୍ ନୁହେଁ ତମ ଓଠ ରେ ଯେଉଁ ଅଛି ମୋର ସେଇଟା ଦରକାର ଜାଣିନକି ଆାକି ପରା

New & Latest Odia Shayari

ଆଖିର ଲୁହ କୁ ଓଠ ମୋ ପିଉଛି ହସ ମୋ ଯାଇଛି ହଜି ହୃଦୟ କାନ୍ଦୁଛି ଛାତି ତଳେ ଲୁଚି କହିବି ପାରୁନି କିଛି ଛାତି ତଳେ ଏଇ ହୃଦୟର କାନ୍ଦ ଶୁଣିକି ପାରୁନ ତୁମେ ମୁଁ ତମ ଆଖିରେ ଲୁହ ଦେବୀ ନାହିଁ ଆଜିବି ରଖିଛି ମନେ

Odia Propose Shayari


New & Latest Odia Shayari

ମୁଁ ଯାହାକୁ ଭଲପାଏ ସେ ମୋ 💁‍♀️ପାଖରେ ନାହିଁ କିନ୍ତୁ ସେ ମୋ ❤ ରେ ଅଛି ସେଥିପାଇଁ ମୁଁ ନିଜକୁ କେବେ ଏକୁଟିଆ ଭାବେନି କାହିଁକି ନା ସେ ଦୂରରେ 👫ଥାଇ ବି ସେ ମୋ ଭାବନାରେ ରହିଥାଏ💁‍♂️

New & Latest Odia Shayari

ସତମୁଁ କହୁଛି ଭଲମୁଁ ପାଉଛି ଦେବିନାହିଁ କେବେ👫 ଧୋକା😎 ଭଲପାହ ଯଦି କଥାଦିଅ ମୋତେ କରିବନି କେବେ ଏକା😁

ନା ମୁଁ କେବେ ତମକୁ ପାଖରେ ଦେଖିଛି, ❤ନା ମୁଁ କେବେ ତମକୁ ଛୁଇଁଛି, ବାସ୍ ଫୋନ୍ ରେ କେଇ ପଦ କଥା ଆଉ ମେସେଜ୍ ର ବାର୍ତ୍ତା, ଆଣି ଦେଇଛି ମୋ ମନ ରେ ତୁମ ପାଇଁ ଅନେକ ଭଲ ପାଇବା ଆଉ ସ୍ନେହ😎

କଥା ଦେଲି ଧନ ମଲାଯାଏଁ ଏ ହାତରେ ତୁମ ହାତ ଥିବ ଆଇ ଲଭ୍ ୟୁ ପାଗ୍ଲି❤

ଜଦି ମୁଁ 🙂ତୁମକୁ ମୁଁ ଆଇ ଲଭ୍ ୟୁ କହେ ତୁମର ଉତ୍ତର କିଣା ହେବ ?

New & Latest Odia Shayari

ତମ୍କୁ ମନେପକାଇବା ମୋର କାର୍ଯ୍ୟ ୱା ଅଭିଆସ୍ ତମ୍କୁ ଭାବିବି ମୋର କାମ ତମ୍କୁ ଖୁସିରେ ରଖିବା ମୋର ହୋପ୍ନ ତୋ ପାଇଁ ପ୍ରାର୍ଥନା କରିବା ମୋର କର୍ତ୍ତବ୍ୟ ତୋ ସ ଦୁଷ୍ଟାମି କରିବା ମୋ ପ୍ରେମ ❤

ମନ ମୋ ଭାବୁଛି ହୃଦୟ ଖୋଜୁ କହିତ ପାରୁନି ଖୋଲି ତଥାପି ଦୁଷ୍ଟ ମନ କହୁଛି ତୁମ କୁ ମୁଁ ଭଲପାଏ ବୋଲି

ଯଦି ମୋତେ ଗୋଟିଏ ଇଛା ପୂରଣ କରିବାପାଇଁ ସୁଜନ ମିଳି ନାହାନ୍ତା ସତରେ ମୁଁ ତତେ ସାତ ଜନ୍ମ ପାଇଁ ମାଗି ନାହନ୍ତି

ମୁଁ ତୁମ ସୁନ୍ଦରତା କୁ ନୁହେଁ ତୁମ ହୃଦୟ କୁ ଭଲ ପାଉଛି

ନିଜର ଖୁସିକୁ କେବେ ଅନ୍ୟର ହାତରେ ଦିଅନ୍ତୁ ନାହିଁ କାରଣ ଆଜିର ମଣିଷ ଖେଳନାରେ ନୁହେଁ ହୃଦୟ ସାଥିରେ ଖେଳିବାକୁ ପସନ୍ଦ କରନ୍ତି

New & Latest Odia Shayari

ମୁଁ ତୁମକୁ କାଲି ଭଲ ପାଉଥିଲେ ଆଉ ଆଜି ବି ଭଲ ପାଉଛି

New & Latest Odia Shayari

ଘର୍ ସେଥିରେ ଅଗ୍ନିକୁ ସାକ୍ଷୀରଖି କହିଦେଲେ କେହିକେବେ ଜୀବନ ସାଥୀଟିଏ ହୋଇଯାଇ ନଥାଏ, ଜୀବନ ସାଥି ତାକୁହିଁ କୁଆ ଯାଇଥାଏ ଯିଏ ଗୋଟିଏ ଦିନ ନୁହେଁକି, ଗୋଟିଏ ମାସ ବର୍ଷରେ ନୁହେଁ, ଯିଏ ସାରା ଜୀବନ ଦୁଃଖ ସୁଖରେ ସାଥିଟିଏ ହୋଇ ପ୍ରତି ମୁହୁର୍ତ୍ତରେ ସାଥିରେ ଥାଏ

ମୁଁ ଜାଣେନି ମୋତେ ତୁମେ କେତେ ଭଲ ପାଅ କିନ୍ତୁ ମୁଁ ତୁମକୁ ମୋ ହୃଦୟ ଠୁ ବି ଅଧିକ ଭଲ ପାଏ

New & Latest Odia Shayari

ହୃଦୟ ଖୋଜୁଛି ତୁମ ହୃଦୟକୁ କହିବାକୁ ଭଲପାଏ ଶୁଣିନିଏ ତୁମେ ପ୍ରେମର ଧାଡିକୁ ସେ ଖାଲି ତୁମ କୁ ଚାହେଁ ଏ ଆଖି ଖୋଜୁଛି ତୁମରି ଆଖି କୁ ଦେଖିବାକୁ ଥରେ ହୃଦୟ କହିବ ତୁମକୁ ମୁଁ ଭଲପାଏ

ମୁଁ ଜାଣେଣି ମୋତେ ତୁମେ କେତେ ଭଲ ପାଅ କିନ୍ତୁ ମୁଁ ତୁମକୁ ମୋ ହୃଦୟ ଠୁ ବି ଅଧିକ ଭଲ ପାଏ ଆଇ ଲଭ୍ ୟୁ

New & Latest Odia Shayari

ସମୟ ଓ ପରିସ୍ଥିତି ତ ସବୁବେଳେ ବଦଲୁ ଥିବ କିନ୍ତୁ ତୁମ ପାଇଁ ମୋ ପ୍ରେମ feeling's କେବେବି ବଦଳି ବନି ଆଇ ଲଭ୍ ୟୁ

New & Latest Odia Shayari

ତମକୁ ମୁଁ କେତେ ଭଲପାଉଛି ତାହା ତ କହିପାରିବିନି କି ପ୍ରମାଣ ମଧ୍ୟ ଦେଇପାରିବିନି କିନ୍ତୁ ତମ ବିନା ବଞ୍ଚିବା ଟା ସତରେ ମୋ ପାଇଁ ଅସମ୍ଭବ

Odia Shayari Video/Status


Images Credit : Pixabay, Pexels, Unsplash

Post a Comment

0 Comments